Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ସ୍ବାସ୍ଥ୍ୟ»ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ
ସ୍ବାସ୍ଥ୍ୟ

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଦେହ ପାଇଁ କେତେ ଉପକାରୀ
ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଦେହ ପାଇଁ କେତେ ଉପକାରୀ

ସୂର୍ଯ୍ୟମୁଖୀ ଫୁଲ ଯେ କେବଳ ଦେଖିବାକୁ ସୁନ୍ଦର ତାହା ନୁହେଁ, ଏହାର ମଞ୍ଜି ମଧ୍ୟ ବିଶେଷ ଉପକାରୀ। ଏହାର ତେଲକୁ ଆମେ ବ୍ୟଞ୍ଜନ ଭାବେ ବ୍ୟବହାର କରିଥାଉ। ଏଥୁସହିତ ସ୍ୱାସ୍ଥ୍ୟ ଲାଗି ମଧ୍ୟ ଏହାର ମଞ୍ଜି ବିଶେଷ ଉପଯୋଗୀ । ଏଥିରେ ପ୍ରଚୁର ପରିମାଣର ଭିଟାମିନ୍ ଓ ଖଣିଜ ତତ୍ତ୍ୱ ରହିଛି। ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜିକୁ ନିୟମିତ ଖାଇବା ଦ୍ୱାରା କେଉଁ ସବୁ ଉପକାର ମିଳିଥାଏ ।

ସୂର୍ଯ୍ୟମୁଖୀ ମଞ୍ଜି କେତେ ଉପକାରୀ:

ହୃଦୟ ସୁସ୍ଥ ରଖେ : ସୂର୍ଯ୍ୟମୁଖୀ ମଞ୍ଜିରେ ଫାଇଟୋ ଷ୍ଟେରୋଲ୍ସ ଓ ହେଲଦି ଫୁଟ୍ସ (ଯେପରି ମୋନୋଅନସାଚୁରେଟେଡ୍ ଓ ପାଲିଅନସାଚୁରେଟେଡ ଫ୍ୟାଟ୍ ) ରହିଥାଏ। ଏହା କୋଲେଷ୍ଟ୍ରଲ ସ୍ତରକୁ ହ୍ରାସ କରିବା ସହିତ ହୃଦୟକୁ ସୁସ୍ଥ ରଖିଥାଏ। ତେଣୁ ସୂର୍ଯ୍ୟମୁଖୀ ତେଲରେ ପ୍ରସ୍ତୁତ ଖାଦ୍ୟ ଖାଇବା ଖୁବ୍ ଭଲ।

ଓଜନ ହ୍ରାସ ହୁଏ: ଏଥିରେ ଫାଇବର ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଦ୍ୟରେ ବ୍ୟବହାର କରିବା ଦ୍ୱାରା ଭୋକ କମ ହୁଏ ଓ ପେଟ ପୂରି ରହିବା ଭଳି ଅନୁମେୟ ହୁଏ।

ତ୍ୱଚା ଓ କେଶକୁ ସୁସ୍ଥ ରଖେ: ଏଥିରେ ଥବା ଭିଟାମିନ୍ – ଇ ଓ ଆଣ୍ଟିଅକ୍ସିଡାଣ୍ଟ ତ୍ୱଚାକୁ ହାଇଡ୍ରେଟେଡ ଓ ସୁସ୍ଥ ରଖିଥାଏ। ଏଥିସହ କେଶକୁ ମଜଭୁତ ଓ ଚମକ କରିଥାଏ।

ହାଡ଼ ସୁସ୍ଥ ରହେ:ଏଥିରେ ମାଗ୍ନେସିୟମ, କ୍ୟାଲସିୟମ୍ ଓ ଅନ୍ୟ ଖଣିଜ ପଦାର୍ଥ ଗଚ୍ଛିତ ରହିଛି । ଯାହା ହାଡକୁ ମଜଭୁତ କରିଥାଏ ଓ ଅଷ୍ଟିଓପୋରୋସିସ୍ ଭଳି ସ୍ଥିତିରୁ ରକ୍ଷା କରିଥାଏ।

ପାଚନ ସୁଧାର: ଏଥିରେ ଥିବା ଫାଇବର ପାଚନ କ୍ରିୟା ସୁଧାରିଥାଏ ଯଦ୍ୱାରା କୋଷ୍ଠକାଠିନ୍ୟ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।

କିପରି ଖାଇବେ : ଆପଣ ଅଳ୍ପ ମାତ୍ରାରେ ସୂର୍ଯ୍ୟମୁଖୀ ମଞ୍ଜିକୁ ଭାଜି  ତାହାକୁ ଚୋବାଇ ଖାଇପାରିବେ।

  • ଯଦି ସ୍ମୁଦି ବନାଉଛନ୍ତି। ତେବେ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ଏହାକୁ ପୌଷ୍ଟିକ ବନାଇ ପାରିବେ।
  • ଆପଣ ବ୍ରେକଫାଷ୍ଟରେ ସୁଜି ବା ଓଟ୍ସରେ ସୂର୍ଯ୍ୟମୁଖୀ ମଞ୍ଜି ମିଶାଇ ଖାଇପାରିବେ।
  • ଦହି ଉପରେ ସୂର୍ଯ୍ୟମୁଖୀ ମଞ୍ଜି ପକାଇ ସ୍ନାକ୍ସ ବା ଡେଜର୍ଟ ରୂପେ ଖାଇପାରିବେ।
  • ବ୍ରେଡ୍‌, ମଫିନ୍ସ ଓ କୁକିଜରେ ସୂର୍ଯ୍ୟମୁଖୀ ମଞ୍ଜି ଉପଯୋଗ କରି ଖାଇପାରିବେ।
ଉପକାରୀ ଖାଦ୍ୟ ସୂର୍ଯ୍ୟମୁଖୀ ମଞ୍ଜି ସ୍ୱାସ୍ଥ୍ୟଟିପ୍ସ
Share. Facebook Twitter LinkedIn Email WhatsApp Copy Link

Related Posts

BEL Recruitment 2026: ବିନା ଅଭିଜ୍ଞତାରେ ମିଳିପାରେ ଲକ୍ଷ ଲକ୍ଷ ଟଙ୍କାର ଚାକିରି!

October 29, 2026

ଖାଇବା ସମୟରେ ବାରମ୍ବାର ଜିଭ କାମୁଡ଼ି ହେଉଛି କି? ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଏହି ସବୁ ସମସ୍ୟାର ସଙ୍କେତ!

October 28, 2026

ହେଲମେଟ୍ ପିନ୍ଧିଥିଲେ ବି କଟିବ ଚାଲାଣ! ଏହି ଭୁଲ୍ ପାଇଁ କଟିପାରେ ଆପଣଙ୍କ ଚାଲାଣ

October 27, 2026

ଆରୋଗ୍ୟ ଭାରତୀ ତରଫରୁ ମାଗଣା ସ୍ଵାସ୍ଥ୍ୟ ଶିବିର: ଖଇ ବା ଲିଆର ଉପକାରିତା ଉପରେ ଆଲୋଚନା

October 26, 2026
Latest News

ହଂକଂ ସିକ୍ସରେ ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ମାତ୍ର ୩.୫ ଓଭରରେ ମ୍ୟାଚ୍ ଜିତିଲା ପାକିସ୍ତାନ

October 30, 2026

ଡେମୋକ୍ରାଟ୍‌ ଜିତିଲେ ଆମେରିକାରେ ଗଣତନ୍ତ୍ର ଶେଷ ହେବ: ଏଲନ୍‌ ମସ୍କ

October 30, 2026

ପିଏମ-କିଷାନର ୨୪ତମ କିସ୍ତି ଜାରି: ତୁରନ୍ତ ଚେକ୍ କରନ୍ତୁ ଆପଣଙ୍କ ଆକାଉଣ୍ଟ

October 30, 2026

ଭାରତରେ ୪୯.୬ କୋଟି ଲୋକ ଗରିବୀରୁ ମୁକ୍ତ, କିନ୍ତୁ ବଢ଼ିଲା ବେକାରୀ: ବିଶ୍ୱବ୍ୟାଙ୍କ ରିପୋର୍ଟ

October 30, 2026

‘ବାଣିଜ୍ୟିକ ଜାହାଜ ଉପରେ ଆକ୍ରମଣ ଗ୍ରହଣୀୟ ନୁହେଁ’: ଜାତିସଂଘରେ ଭାରତର କଡ଼ା ବାର୍ତ୍ତା

October 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.