ସୂର୍ଯ୍ୟମୁଖୀ ମଞ୍ଜି

ସୂର୍ଯ୍ୟମୁଖୀ ଫୁଲ ଯେ କେବଳ ଦେଖିବାକୁ ସୁନ୍ଦର ତାହା ନୁହେଁ, ଏହାର ମଞ୍ଜି ମଧ୍ୟ ବିଶେଷ ଉପକାରୀ। ଏହାର ତେଲକୁ ଆମେ ବ୍ୟଞ୍ଜନ ଭାବେ ବ୍ୟବହାର କରିଥାଉ।…