ବିଶେଷ ଖବର ମୁଁ ୨୦ ବର୍ଷଧରି ଅପମାନ ସହି ଆସୁଛି, ଉପରାଷ୍ଟ୍ରପତିଙ୍କୁ ଏମିତି କାହିଁକି କହିଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ମୁଁ ଦୀର୍ଘ ୨୦ ବର୍ଷ ଧରି ଅପମାନ ସହି ଆସୁଛି। ମୋତେ ବି ବହୁତ ଯନ୍ତ୍ରଣା ଦିଆଯାଉଛି। ଆଜି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କୁ ଟେଲିଫୋନ କରି…