Categories
ଆଜିର ଖବର ଆଞ୍ଚଳିକ

ଉମରକୋଟ ଥାନାରେ ବିଦେଶୀ ମଦ ବୋତଲ

ଉମରକୋଟ, ଆଜି ଉମରକୋଟ ପୋଲସି ତରଫରୁ ଗୋଟିଏ ଗାଁରେ ଚଢାଉ କରି ବିପୁଳ ପରିମାଣର ବିଦେଶୀ ମଦ ଜବତ କରିଛି। ଉମରକୋଟ ଥାନା ଅଧିନରେ ଥିବା ଧୋଦ୍ରା ଗାଁରେ ଏହି ଚଢାଉ କରାଯାଇଥିଲା। ଏଥିରେ ପ୍ରାୟ 131.59 ଲିଟର ମଦ ଜବତ କରାଯାଇଛି। ଏହି ମାମଲାରେ ପୋଲିସ ଜଣଙ୍କୁ ଆଣି ପଚରାଉଚୁରା କରୁଛି।ଏହି  ସାମ୍ବାଦିକଙ୍କୁ ଜଣାଇବା ପାଇଁ ବୋତଲଗୁଡିକ ଥାନା ବାରଣ୍ଡାର ରଖାଯାଇଥିଲା।