ଖେଳ ଏଆଇଟିଏ ନିର୍ବାଚନ: ପ୍ରାର୍ଥିପତ୍ର ଦାଖଲ କଲେ ସାନିଆ-ଭୂପତି ନୂଆଦିଲ୍ଲୀ: ଅଲ୍ ଇଣ୍ଡିଆ ଟେନିସ୍ ଆସୋସିଏସନ୍ (ଏଆଇଟିଏ)ର ଆଗାମୀ ନିର୍ବାଚନ ପାଇଁ ରାଜନୀତି ଜୋର ଧରିଛି। ଭାରତର ଦୁଇ କିମ୍ବଦନ୍ତୀ ଟେନିସ୍ ତାରକା ମହେଶ ଭୂପତି ଏବଂ…