ଏଟିଏମରୁ ଲୁଟ୍

ଜଂକିଆ: ଖୋର୍ଦ୍ଧା ନୂଆ ଜଗନ୍ନାଥ ସଡକ ଜଂକିଆ ବଜାର ନିକଟରେ ଥିବା ଏସବିଆଇ ଏଟିଏମରୁ ଲୁଟ ହୋଇଥିବା ଜଣାପଡିଛି। ଲୁଟେରାମାନେ ଗ୍ୟାସ କଟରରେ କାଟି ଟଙ୍କା ଲୁଟିନେଇଛନ୍ତି।…