ଏନସିସି ଦିବସ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ ପକ୍ଷରୁ ଏନସିସିର ୭୬ତମ ପ୍ରତିଷ୍ଠା ଦିବସ (ଏନସିସି ଦିବସ) ପାଳିତ ହୋଇଯାଇଛି। ଏହି ଗୌରବ ଓ ଦେଶପ୍ରେମ ଦିବସରେ ଅଧ୍ୟକ୍ଷ ପ୍ରଫେସର…