ଆଜିର ଖବର ୧୪ କିଲୋ ଗଞ୍ଜେଇ ଜବତ: ଦୁଇ ବେପାରୀ କୋର୍ଟ ଚାଲାଣ ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଯାଞ୍ଚ ବେଳେ ଛତ୍ରପୁର ଅବକାରୀ ବିଭାଗ ୧୪ କିଲୋ ଗଞ୍ଜେଇ ଜବତ କରିଛି। ଏହା ସହିତ ଦୁଇ ବେପାରୀଙ୍କୁ ଗିରଫ କରିଛି।…