ଜାତୀୟ ଖବର ଏନସିସି କାଡେଟଙ୍କୁ ଦିଆଯିବ ବିମାନ ଉଡାଣ ପ୍ରଶିକ୍ଷଣ, ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କଲେ ମହାନିର୍ଦ୍ଦେଶକ ଭୁବନେଶ୍ବର: ଏନ୍.ସି.ସି. ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରୁବୀର ପାଲ୍ ସିଂହ ଆଜି ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଓଡ଼ିଶାରେ ଏନ୍.ସି.ସି.ର ସମ୍ପ୍ରସାରଣ…