ଆଜିର ଖବର ଏବିଏସ ପାଣ୍ଠିରୁ ୨୮ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ୧୩.୭୬ କୋଟି ଟଙ୍କା ଦେଲା ଏନବିଏ ନୂଆଦିଲ୍ଲୀ: ଜାତୀୟ ଜୈବ ବିବିଧତା କର୍ତ୍ତୃପକ୍ଷ (ଏନବିଏ) ୨୮ଟି ରାଜ୍ୟ ଏବଂ ୪ଟି କେନ୍ଦ୍ରଶାସିତ ଅଞ୍ଚଳରେ ଜୈବ ବିବିଧତା ସଂରକ୍ଷଣ ତଥା ଜୈବିକ ସମ୍ପଦର ନିରନ୍ତର ବ୍ୟବହାରକୁ…