ଜାତୀୟ ଖବର ଗୁଜୁରାଟର ଏକ କଂପାନୀ 24ଟି ବ୍ୟାଙ୍କକୁ କଲା ସଫା, ଠକେଇ ପରିମାଣ ଜାଣି ସିବିଆଇ ତାଜୁବ ନୂଆଦିଲ୍ଲୀ: ଦେଶର ସବୁଠାରୁ ଏକ ବଡ ବ୍ୟାଙ୍କ ଠକେଇ ଘଟଣା ପଦାକୁ ଆସିଛି। ଆଶ୍ଚର୍ଯ୍ୟର କଥା ହେଲା ଏହି ଠକେଇର ପରିମାଣ ଏତେ ଯେ, ଏହା ପୂର୍ବରୁ…