ଆଜିର ଖବର ୟୁପିଆଇ କାରବାରରେ ୦.୪% MDR ଶୁଳ୍କକୁ ଚ୍ୟାଲେଞ୍ଜ୍: ସୁପ୍ରିମକୋର୍ଟରେ ଆଜି ଶୁଣାଣି ନୂଆଦିଲ୍ଲୀ: ଡିଜିଟାଲ୍ ଆର୍ଥିକ କାରବାର କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ଏକ ବଡ଼ ନିଷ୍ପତ୍ତି ଏବେ ଆଇନଗତ କାଠଗଡ଼ାରେ। ଗତ ୬ ବର୍ଷ ଧରି ସମ୍ପୂର୍ଣ୍ଣ ମାଗଣାରେ ଚାଲୁଥିବା…