ଆଜିର ଖବର ଏସଟିଏଫ କୁ ବଡ ସଫଳତା: ଚଢ଼ାଉ ବେଳେ ଜବତ କଲା ବିପୁଳ ପରିମାଣର ବାଘ ଓ ହରିଣ ଛାଲ ଭୁବନେଶ୍ଵର: ଏକ ବିଶେଷ ସୂତ୍ରରୁ ଖବର ପାଇ ଏସଟିଏଫ କଳାହାଣ୍ଡି ଜିଲ୍ଲା ଏମ. ରାମପୁର-ନରଲା ରାଜ୍ୟ ରାଜପଥରେ ଚଢ଼ାଉ କରି ଜଣେ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରିଛି।…