ଖେଳ ପାକିସ୍ତାନର ପରାଜୟକୁ ନେଇ ଆସିଲା ରାଜନୈତିକ ପ୍ରତିକ୍ରିୟା: ଜାଣନ୍ତୁ କଣ କହିଲେ ମୋଦୀ-ଶାହା ଠାରୁ ଆରମ୍ଭ କରି ରାହୁଲ-ପ୍ରିୟଙ୍କା ଦୁବାଇ: ଏସିଆ କପ୍ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟ ଦେଶର କୋଟି କୋଟି ପ୍ରଶଂସକଙ୍କ ବ୍ୟତୀତ ରାଜନୈତିକ ନେତାମାନଙ୍କୁ ମଧ୍ୟ ଉତ୍ସାହିତ କରିଛି। ଭାରତର…