ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘ

ନୂଆଦିଲ୍ଲୀ: ଏସୀୟ ନିର୍ବାଚନ ପ୍ରାଧିକରଣ ମହାସଂଘର ଅଧ୍ୟକ୍ଷଭାବେ ଭାରତ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଛି। ଭାରତ ଦୁଇବର୍ଷ (୨୦୨୨-୨୦୨୪) ପାଇଁ ଏହି ପଦରେ ରହିବ। ମେ ସାତ ତାରିଖରେ…