ଆଜିର ଖବର ପଦ୍ମଶ୍ରୀରେ ସମ୍ମାନିତ ହେବେ ‘‘ଝାଡ଼ୁ ଯୋଦ୍ଧା’’: ଜାଣନ୍ତୁ ସେ କିଏ? ନୂଆଦିଲ୍ଲୀ: ପଞ୍ଜାବ ପୁଲିସର ଉପମହାନିରୀକ୍ଷକ (ଡିଆଇଜି) ପଦରୁ ଅବସର ଗ୍ରହଣ କରିଥିବା ଏସ. ଇନ୍ଦରଜିତ ସିଂହ ସିଦ୍ଧୁ ଜଣେ ପ୍ରେରଣାଦାୟୀ ପୂର୍ବତନ ଆଇପିଏସ ଅଧିକାରୀ। ସେ ‘‘ଝାଡ଼ୁ…