ଆଜିର ଖବର ବ୍ରେକିଂ ନ୍ୟୁଜ- ତପ୍ତପାଣି ଘାଟି ତଳକୁ ଖସିଲା ବସ୍, ପ୍ରାୟ ୨୫ ଜଣ ଯାତ୍ରୀ ଆହତ ସୂଚନା, ଉଦ୍ଧାର କାର୍ଯ୍ୟ ଜାରୀ ବ୍ରହ୍ମପୁର, ଗଜପତି ଜିଲ୍ଲାରୁ ଯାଉଥିବା ଏକ ବସ୍ ତପ୍ତପାଣି ଘାଟି ତଳକୁ ଖସିପଡିଥିବା ଜଣାପଡିଛି। ତେବେ ଏହି ବସଟି ଓଜେଇଇ ପରୀକ୍ଷାର୍ଥୀଙ୍କୁ ନେଇ ଖୋର୍ଦ୍ଧା ଆସୁଥିବାର ଜଣାପଡିଛି।…