Municipal Election ଭୁବନେଶ୍ବରରେ ଭୋଟ ଦେଲେ ଓଟିଡିସି ଅଧ୍ୟକ୍ଷା, ମେୟର ପ୍ରାର୍ଥୀ ଦୈଡରେ ଥିଲେ ଭୁବନେଶ୍ବର: ଆଜି ପୌର ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର। ସେ ନୟାପଲ୍ଲୀସ୍ଥିତ କସ୍ତୁରିବା ଶିକ୍ଷାଶ୍ରମ ଶିଶୁ ବିଦ୍ୟାମନ୍ଦିରରେ ହୋଇଥିବା ବୁଥରେ…