ଆଜିର ଖବର ଆ-କା-ମା-ବୈ ଧ୍ୱନିରେ ପ୍ରକମ୍ପିତ ଜଳାଶୟ, ଡଙ୍ଗା ଭସାଇଲେ ହଜାର ହଜାର ଶ୍ରଦ୍ଧାଳୁ ଭୁବନେଶ୍ବର : ଧର୍ମ, ପରମ୍ପରା ଓ ଆସ୍ଥାର ମହାସଙ୍ଗମରେ ଆଜି ଉତ୍ସବମୁଖର ସାରା ଓଡ଼ିଶା। ପବିତ୍ର କାର୍ତ୍ତିକ ମାସର ଅନ୍ତିମ ଦିନ ତଥା କାର୍ତ୍ତିକ ପୂର୍ଣ୍ଣିମା ଅବସରରେ…