ଆଜିର ଖବର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ ବାସଗୃହ ଏବଂ କୁମାର ପାଠାଗାରର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଆଇନ ମନ୍ତ୍ରୀ ବାଣପୁର (ସୀତାରାମ ଅଗ୍ରୱାଲ): ଓଡ଼ିଶାର ନିଆଁଖୁଣ୍ଟା ଭାବରେ ପରିଚିତ କୁମାରାଙ୍ଗ ଗ୍ରାମରେ ଥିବା ଗୋଦାବରୀଶ ମହାପାତ୍ରଙ୍କ ବାସଗୃହ ଏବଂ କୁମାର ପାଠାଗାରର ପୁନଃରୁଦ୍ଧାର ପାଇଁ ରବିବାର ଆଇନ…