ଆଜିର ଖବର ନିବେଶର ନୂଆ ଦିଗନ୍ତ: ଦିଲ୍ଲୀରୁ ଓଡ଼ିଶାକୁ ୬୬,୩୯୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବ, ୫୪ ହଜାରରୁ ଅଧିକ ନିଯୁକ୍ତି ଆଶା ଭୁବନେଶ୍ୱର: ଶିଳ୍ପ ଓ ନିବେଶ କ୍ଷେତ୍ରରେ ଓଡ଼ିଶା ପାଇଁ ଆସିଛି ବଡ଼ ସଫଳତା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ନୂଆଦିଲ୍ଲୀରେ ଆୟୋଜିତ ଦୁଇଦିନିଆ ନିବେଶ ଅଭିଯାନ…