ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ

ଭୁବନେଶ୍ୱର: ‘‘ସ୍ୱାମୀ ଚାଲିଯିବା ପରେ ଦିନ ମଜୁରିଆ ଭାବେ କାମ କରୁଥିଲି। ହେଲେ ପରିବାରର ଆର୍ଥିକ ସ୍ଥିତି ନସୁଧୁରିବାରୁ ବନ ସୁରକ୍ଷା ସମିତି (ଭିଏସଏସ)ରେ ସାମିଲ ହୋଇଥିଲି।…