ଆଜିର ଖବର ଆଜିଠାରୁ ‘ଇଣ୍ଡିଆ ସ୍କିଲ୍ସ’ ୨୦୨୪: ଓଡ଼ିଶାରୁ ଭାଗ ନେବେ ୬୪ ଜଣ ପ୍ରତିଯୋଗୀ ଭୁବନେଶ୍ୱର: ବିଭିନ୍ନ ବିଷୟରେ ଭାରତର ଯୁବପିଢ଼ିଙ୍କ ଦକ୍ଷତାର ପ୍ରଦର୍ଶନ ଲାଗି ପ୍ରତି ଦୁଇ ବର୍ଷରେ ଥରେ “ଇଣ୍ଡିଆ ସ୍କିଲ୍ସ” ପ୍ରତିଯୋଗିତା କରାଯାଉଛି। ଚଳିତ ବର୍ଷ ମେ’୧୫ ଅର୍ଥାତ…