ବିଶେଷ ଖବର ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ: ୧୦,୦୦୦ ହେକ୍ଟରକୁ ବୃଦ୍ଧି ପାଇବ ପୁଷ୍ଟିଯୁକ୍ତ ଧାନ ଚାଷ ଭୁବନେଶ୍ୱର: ଏକ ବଜାର-କୈନ୍ଦ୍ରିକ, ସ୍ଥାୟୀ ଏବଂ ଭବିଷ୍ୟତ-ଉପଯୋଗୀ କୃଷି ବ୍ୟବସ୍ଥା ଗଠନ ଉଦ୍ଦେଶ୍ୟରେ ଶନିବାର ଭୁବନେଶ୍ୱରଠାରେ “ଓଡ଼ିଶା ସ୍ୱାସ୍ଥ୍ୟକର ଚାଉଳ ବ୍ୟବସାୟ ଶିଖର ସମ୍ମିଳନୀ ୨୦୨୬’ ଅନୁଷ୍ଠିତ…