ଆଞ୍ଚଳିକ କୋଣାର୍କ ବିଦ୍ୟାଳୟରେ ଧନ୍ଦାମୂଳକ ଶିକ୍ଷା: ଏବେ ଷଷ୍ଠ ଶ୍ରେଣୀରୁ ପ୍ରି-ଭୋକେସନାଲ ଏଜୁକେସନ ଭୁବନେଶ୍ଵର: ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ (ଓଡିଶା ସରକାର) ଙ୍କ ଅଧିନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, କୋଣାର୍କ ବିଦ୍ୟାଳୟରେ ୨୦୧୯ ମସିହାରୁ ଧନ୍ଦାମୂଳକ ଶିକ୍ଷା…