ଆଜିର ଖବର ବିଶ୍ଵକୁ ଭୟଭୀତ କଲାଣି କରୋନା, ସାଂଘାଇରେ ଗୋଟିଏ ଦିନରେ ୮ ହଜାରରୁ ଉର୍ଦ୍ଧ୍ଵ ମାମଲା ଚିହ୍ନଟ ସାଂଘାଇ: ସମଗ୍ର ବିଶ୍ୱରେ କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଛି। ସାଂପ୍ରତିକ ସମୟରେ ଚାଇନାରେ କରୋନା ସଂକ୍ରମଣର ମାମଲା ଯଥେଷ୍ଟ ବୃଦ୍ଧି ପାଇଛି। ଦେଶରେ ୧୩…