ବିଶେଷ ଖବର ଖୁବ୍ଶୀଘ୍ର ଏସ୍ଆଇ ପରୀକ୍ଷା, ଆସନ୍ତା ସପ୍ତାହରେ ବିଧିବଦ୍ଧ ବିଜ୍ଞପ୍ତି ଭୁବନେଶ୍ୱର: ପୁଲିସ ଏସ୍ଆଇ ପରୀକ୍ଷାକୁ ନେଇ ଦୀର୍ଘ ପ୍ରାୟ ଏକବର୍ଷ ଧରି ଲାଗି ରହିଥିବା ଅନିଶ୍ଚିତତା ଦୂର ହୋଇଛି। ଖୁବଶୀଘ୍ର ପୁଲିସ ଏସଆଇ ପରୀକ୍ଷା ହେବ। ଏନେଇ…