ଆଜିର ଖବର ନୂତନ ବର୍ଷରେ ନୂଆ ଉପହାର: ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି ପରେ କେନ୍ଦ୍ରକୁ କଂଗ୍ରେସର କଟାକ୍ଷ ନୂଆଦିଲ୍ଲୀ: ନୂତନ ବର୍ଷ ୨୦୨୩ ଆରମ୍ଭ ହୋଇଛି। ଆଜି ବର୍ଷର ପ୍ରଥମ ଦିନରେ ସାଧାରଣ ଲୋକ ମହଙ୍ଗା ମାଡର ଶିକାର ହୋଇଛନ୍ତି। ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି…