ଅପରାଧ ଜିଭ କାଟିନେବୁ…! ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତାଙ୍କ ଧମକ ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ ଦଣ୍ଡାଦେଶ ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତା ଧମକ ଦେଇଛନ୍ତି। ତାମିଲନାଡୁର ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ଯଦି କଂଗ୍ରେସ ସରକାର କ୍ଷମତାକୁ…