ଜାତୀୟ ଖବର କଞ୍ଚାମାଲ ଦର ବୃଦ୍ଧିର ପ୍ରଭାବ: ଅକ୍ଟୋବର ୧ ରୁ ୮% ପର୍ଯ୍ୟନ୍ତ ମହଙ୍ଗା ହେବ ଏସି, ଟିଭି, ଫ୍ରିଜ୍ ନୂଆଦିଲ୍ଲୀ: ପାର୍ବଣ ଋତୁରେ ଗୃହପୋଯୋଗୀ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣିବାକୁ ଯୋଜନା କରୁଥିବା ଗ୍ରାହକଙ୍କ ପକେଟ୍ ଉପରେ ପଡ଼ିବାକୁ ଯାଉଛି ଅତିରିକ୍ତ ବୋଝ। ଅନ୍ତର୍ଜାତୀୟ ବଜାରରେ ତମ୍ବା, ଆଲୁମିନିୟମ୍,…