ଆଜିର ଖବର କୋଟକଣା-ବାନାମ୍ବର ବ୍ରିଜ୍ ନିର୍ମାଣ ଦାବିକରି କଟକ-ପାରଦ୍ୱିପ ରାସ୍ତା ଅବରୋଧ କଲେ ଶତାଧିକ ଲୋକ ରମେଶ ମହାନ୍ତି ଜଗତସିଂହପୁର: ଗତକାଲି ତିର୍ତ୍ତୋଲ-ପୋଷଲ ଏବଂ ଜଇପୁର-କଟିକଟା ମହାନଦୀ ଉପରେ ଏହି ୨ଟି ବ୍ରିଜ୍ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ ହେବା ପରେ ଆଜି କୋଟକଣା-ବାନାମ୍ବର ବ୍ରିଜ୍…