ଆଜିର ଖବର ବିଜେପି ରାଜ୍ୟ ସଭାପତିଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଲେ କରଂଜିଆର ବିଶିଷ୍ଠ ବ୍ୟକ୍ତିଗଣ କଂରଜିଆ, ମୟୁରଭଂଜ ଜିଲ୍ଲା କରଂଜିଆ ଠାରେ ଏକ ମିଶ୍ରଣ ପର୍ବରେ ଜିଲ୍ଲାର ବରିଷ୍ଠ ବ୍ୟକ୍ତି ବିଜେପିରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଶିଷ୍ଟ ଆଇନଜୀବୀ ରୁକ୍ମଣୀ…