ଅପରାଧ ହରିୟାଣାର କରନାଲରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ, ୩ ଟି ଆଇଇଡି ଏବଂ ୩୧ ଟି ଗୁଳି ଜବତ ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଏକ ବଡ ଷଡଯନ୍ତ୍ରକୁ ହରିୟାଣାର କରନାଲ ଜିଲ୍ଲା ପୋଲିସ ବିଫଳ କରିଛି। ସୂଚନାନୁସାରେ ୩-୪ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ହରିୟାଣାର କରନାଲ ଜିଲ୍ଲା ପୋଲିସ ଗିରଫ…