ଜାତୀୟ ଖବର କରୋନାରୁ ପ୍ରାଣ ହରାଇଥିବା ପରିବାରକୁ ମିଳିବ କ୍ଷତିପୂରଣ, ଜାଣନ୍ତୁ କେଉଁ ରାଜ୍ୟ ଦେଉଛି କେତେ ରାଶି ନୂଆଦିଲ୍ଲୀ: ସୁପ୍ରିମକୋର୍ଟଙ୍କ କଠୋରତା ପରେ ଶେଷରେ କରୋନା ଭାଇରସ ଯୋଗୁଁ ପ୍ରାଣ ହରାଇଥିବା ପରିବାରକୁ କ୍ଷତିପୂରଣ ହିସାବରେ କେନ୍ଦ୍ର ୫୦ ହଜାର ଟଙ୍କା ଦେବାକୁ ନିଷ୍ପତ୍ତି ନେଇଛି।…