ଆଜିର ଖବର କରୋନା ପାଇଁ ଭୁବନେଶ୍ବର ଷ୍ଟେସନରେ ସ୍ବତନ୍ତ୍ର ବ୍ୟବସ୍ଥା, ବ୍ୟାଗ ସାନିଟାଇଜସନ ସହ ହେବ ଲାମିନେସନ ଭୁବନେଶ୍ବର, କରୋନାରୁ ଯାତ୍ରୀମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପୂର୍ବତଟ ରେଳ ବିଭାଗ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛି। ସେହି ଅନୁସାରେ ଭୁବନେଶ୍ବର ଷ୍ଟେସନରେ ଯାତ୍ରାମାନଙ୍କ ବ୍ୟାଗ…