ଆଜିର ଖବର ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ପ୍ରସଙ୍ଗ: ସୁପ୍ରିମକୋର୍ଟ କହିଲେ, ‘ସେନାର ଆଭିମୁଖ୍ୟ ମନମୁଖୀ’ ନୂଆଦିଲ୍ଲୀ: ମହିଳା ଅଧିକାରୀଙ୍କୁ କର୍ଣ୍ଣେଲଭାବେ ତାଲିକାଭୁକ୍ତ କରିବାକୁ ମନା କରିବା ସେନାର ଆଭିମୁଖ୍ୟ ମନମୁଖୀ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ପଦୋନ୍ନତି ପାଇଁ ୧୫ ଦିନ ମଧ୍ୟରେ ସ୍ୱତନ୍ତ୍ର…