ଜାତୀୟ ଖବର ବଜେଟ୍ ଅଧିବେଶନ ପୂର୍ବରୁ ବଢୁଛି କରୋନା ସଂକ୍ରମଣ, ସଂସଦ ଭବନରେ 875 କର୍ମଚାରୀ ପଜିଟିଭ୍ ନୂଆଦିଲ୍ଲୀ: ସଂସଦର ବଜେଟ୍ ଅଧିବେଶନ ଆରମ୍ଭ ହେବାକୁ ମାତ୍ର 8 ଦିନ ବାକି ଅଛି। କିନ୍ତୁ ଏହାପୂର୍ବରୁ ସଂସଦ ଗୃହର 875 କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।…