ଆଞ୍ଚଳିକ ବାଣପୁର: ସ୍ଵର୍ଗତ କାଗଜୀ ପାଇକରାୟଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା ବାଣପୁର: ବାଣପୁର ସ୍ଥିତ ଭେଟେଶ୍ଵର ପଞ୍ଚାୟତ ଅନ୍ତର୍ଗତ ବୋରିଗାଁ ଗ୍ରାମ ନିବାସୀ କାଗଜୀ ପାଇକରାୟଙ୍କ ଚଳିତ ମାସ ୩ ତାରିଖରେ ଆକସ୍ମିକ ଦେହାନ୍ତ ହୋଇଯାଇଛି। ଦିବଙ୍ଗତ ଆତ୍ମାର…