ଆଜିର ଖବର କାରାଗାର ଓ ଜାମିନ ପ୍ରକ୍ରିୟାରେ ସଂସ୍କାର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର ଦେଲେ ବ୍ରହ୍ମପୁର ସାଂସଦ ନୂଆଦିଲ୍ଲୀ: ବ୍ରହ୍ମପୁର ଲୋକସଭା ସାଂସଦ ତଥା ବୈଦେଶିକ ବ୍ୟାପାର ସଂସଦୀୟ ସ୍ଥାୟୀ କମିଟି ଏବଂ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ପରାମର୍ଶଦାତା କମିଟିର ସଦସ୍ୟ…