ଅପରାଧ ଆର୍ଯ୍ୟନ୍ ଖାନ ଡ୍ରଗ୍ସ ମାମଲାର ମୁଖ୍ୟ ସାକ୍ଷୀଙ୍କ ମୃତ୍ୟୁ, ସମୀର ୱାଙ୍ଖେଡେଙ୍କ ବିରୋଧରେ ଆଣିଥିଲେ ଅଭିଯୋଗ ମୁମ୍ବାଇ: କାର୍ଡେଲିଆ କ୍ରୁଜ୍ ଡ୍ରଗ୍ ମାମଲାରେ ପ୍ରମୁଖ ସାକ୍ଷୀ ପ୍ରଭାକର ସେଲଙ୍କ ଗତକାଲି ଦେହାନ୍ତ ହୋଇଛି। ତାଙ୍କ ଓକିଲ ତୁଷାର ଖଣ୍ଡାରେଙ୍କ ଅନୁଯାୟୀ, ଗତକାଲି ଚେମ୍ବୁରର ମହଲ…