ଆଜିର ଖବର କାର୍ତ୍ତିକ ହବିଷ୍ୟାଳିଙ୍କ ପାଇଁ ଖୋଲିଲା ଅନ ଲାଇନ ବୁକିଂ, ଜାଣନ୍ତୁ କେମିତି କରିବେ ଭୁବନେଶ୍ବର: କାର୍ତ୍ତିକ ମାସରେ ବୟସ୍କା ମହିଳାମାନେ ବ୍ରତ କରିଥାନ୍ତି। ସେଥିପାଇଁ ସେମାନେ ପୁରୀରେ ଭିଡ କରିଥାନ୍ତି। ତେବେ ଏହି ଭିଡକୁ ନିୟନ୍ତ୍ରଣ କରି ହବିଷ୍ୟାଳିଙ୍କୁ ମାଗଣା ରହିବା…