ଆଜିର ଖବର ବ୍ରହ୍ମପୁରରେ କାର୍ ସୋରୁମ୍ରେ ଭୟାବହ ଅଗ୍ନିକାଣ୍ଡ ବ୍ରହ୍ମପୁର: ବ୍ରହ୍ମପୁର ହଳଦିଆପଦର ବସ୍ ଟର୍ମିନାଲ ନିକଟରେ ଥିବା ଏକ କାର୍ ସୋରୁମ୍ରେ ଶନିବାର ହଠାତ୍ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ନିଆଁର ପ୍ରକୋପ ବଢ଼ିଯିବା…