କାର ଉପକୁ ଗୁଳି

ଲକ୍ଷ୍ନୌ: ଅଲ ଇଣ୍ଡିଆ ମଜଲିସ୍-ଇ-ଇତ୍ତେହାଦୁଲ ମୁସଲିମନ୍ (ଏଆଇଏମ୍ଆଇଏମ୍) ମୁଖ୍ୟ ଅସଦୁଦ୍ଦିନ ଓୱାଇସି ଦାବି କରିଛନ୍ତି ଯେ, ମେରଠରୁ ଫେରୁଥିବା ସମୟରେ ତାଙ୍କ ଗାଡି ଉପରକୁ ଗୁଳି ଚଳାଯାଇଛି।…