ଆଜିର ଖବର କାଳୀପୂଜା ମେଳାରେ ଭୟଙ୍କର ଅଗ୍ନିକାଣ୍ଡ! ଜଳିଗଲା ୧୦ରୁ ଅଧିକ ଦୋକାନ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପାଉଁଶ ଭୋଗରାଇ: କାଳୀପୂଜା ମେଳାରେ ହଠାତ୍ ଅଗ୍ନିକାଣ୍ଡ। ଆଖି ପିଛୁଳାକେ ଜଳିଗଲା ୧୦ରୁ ଅଧିକ ଅସ୍ଥାୟୀ ଦୋକାନ। ନିଆଁର ଭୟାବହତା ଏତେ ଅଧିକ ଥିଲା ଯେ ଦୋକାନରେ ଥିବା…