ଅନ୍ତରାଷ୍ଟ୍ରୀୟ କାୟରୋରେ ତୈଳ ଟ୍ୟାଙ୍କର ବିସ୍ଫୋରଣ: ୩୦ ମୃତ, ୨୫ ଆହତ କାୟରୋ: ଇଜିପ୍ଟର ରାଜଧାନୀ କାୟରୋର ଏକ ଜନବହୁଳ ଅଞ୍ଚଳରେ ଏକ ଇନ୍ଧନ ଟ୍ୟାଙ୍କର ଓଲଟି ବିସ୍ଫୋରଣ ଘଟିବାରୁ ସୃଷ୍ଟି ହୋଇଥିବା ଭୟାବହ ଅଗ୍ନିକାଣ୍ଡରେ ଅତି କମ୍ରେ ୩୦…