ଜାତୀୟ ଖବର ପ୍ରଥମ ଐତିହାସିକ ଭାରତ ଗସ୍ତରେ ୟୁକେର ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କଲେ ପ୍ରଧାନମନ୍ତ୍ରୀ ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୟୁକେର ପ୍ରଧାନମନ୍ତ୍ରୀ କୀର ଷ୍ଟାରମରଙ୍କୁ ତାଙ୍କର ପ୍ରଥମ ଐତିହାସିକ ଭାରତ ଗସ୍ତ ଅବସରରେ ସ୍ୱାଗତ କରିଛନ୍ତି। ତାଙ୍କ ସହିତ ୟୁକେର ସବୁଠାରୁ…