ଆଜିର ଖବର ନୂଆ ଓଡିଆ ଚଳଚ୍ଚିତ୍ର “କୁଣ୍ଡଳୀ” ର ଶୁଭ ମହୁରତ ଭୁବନେଶ୍ଵର: ବେଶ କିଛି ବର୍ଷ ହେଲା ମୌଳିକ କାହାଣୀକୁ ନେଇ ଓଡିଆ ଚଳଚ୍ଚିତ୍ର ନିର୍ମାଣର ଧାରା ବଦଳି ଥିବାରୁ ଓଡ଼ିଆ ଚଳଚ୍ଚିତ୍ର ପ୍ରତି ଢେର ଲୋକପ୍ରିୟତା ବଢିଛି।…