ଆଜିର ଖବର ବାଣପୁରରେ ପ୍ରତ୍ୟେକ ଦିନ ନଷ୍ଟ ହେଉଛି ହଜାର ହଜାର ଲିଟର ପିଇବା ପାଣି: ବିଭାଗୀୟ ଯନ୍ତ୍ରୀ କୁମ୍ଭକର୍ଣ୍ଣ ନିଦ୍ରାରେ ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ସାମ୍ନାରେ ନଷ୍ଟ ହେଉଛି ହଜାର ହଜାର ଲିଟର ପିଇବା ପାଣି। ଥାନା ସାମ୍ନାରେ ଥିବା ରୋଡର ଭୂତଳରେ…