ଆଜିର ଖବର ନିଜ୍ଜର ବିବାଦ: ୪୧ କୂଟନୀତିଜ୍ଞଙ୍କୁ ଫେରିଆସିବାକୁ କହିଲା କାନାଡା, ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଥିଲା ଭାରତ ନୂଆଦିଲ୍ଲୀ: ଭାରତରେ ଉପସ୍ଥିତ ଥିବା ୪୧ କୂଟନୀତିଜ୍ଞଙ୍କୁ କାନାଡା ଫେରିଆସିବାକୁ ଆଦେଶ ଦେଇଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜ୍ଜରର ହତ୍ୟା ମାମଲାରେ ଭାରତ ଉପରେ ଅଭିଯୋଗ…