ଆଞ୍ଚଳିକ ରଣପୁର: ସରସ୍ୱତୀ ଶିଶୁ ମନ୍ଦିରର କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ରଣପୁର: ରଣପୁର ସରସ୍ୱତୀ ଶିଶୁ ମନ୍ଦିରର ସମ୍ବର୍ଦ୍ଧନା ଉତ୍ସବ ୨୦୨୨-୨୩ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶା ଆଦର୍ଶ ବିଦ୍ୟାଳୟ ପ୍ରବେଶିକା ପରୀକ୍ଷାରେ କୃତିତ୍ୱ ଅର୍ଜନ କରିଥିବା…